-文本歌词

-文本歌词

Kabya Keshari
发行日期:

ଈଟିକିଲି ମିଟିକିଲି ନାଲି ନେଳି କାଇଞ୍ଚ, ସତକୁହ ବେବି, ଆଜି କାଲି ତୁମେ, କାହାକୁ ଭଲ ପାଉଛ? ମୋ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍ ନେଲ ନାହିଁ, ହେଲେ, ମୋର ସବୁ ଷ୍ଟୋରୀକୁ ଦେଖୁଛ। ମୋ ଡିଏମ୍ ର ଜବାବ ଦେଲ ନାହିଁ, ହେଲେ, ସବୁ ରୀଲ୍ କୁ ଲାଇକ୍ କରୁଛ। ଷ୍ଟାଟସ୍ ତୁମର ଅଫ୍ ଲାଇନ୍, ହେଲେ ତୁମେ, ଆଜିକାଲି ସାରା ରାତି ଜାଗୁଛ। କିଆଁ ଏମିତି କରୁଛ? ସତକୁହ ବେବି, ତୁମେ, କାହାକୁ ଏତେ ଡରୁଛ? କିଏ ତୁମ ବୋଏ ଫ୍ରେଣ୍ଡ୍, କାହାକୁ ତୁମେ ଦିଲ୍ ଦେଉଛ? ଆଜିକାଲି ତମେ, କାହା ଷ୍ଟୋରୀ ରେ ଟ୍ୟାଗ୍ ହେଉଛ। ଆଜିକାଲି ତମେ, କାହା ସହିତ କୋଲାବ କରୁଛ। କିଆଁ ହାଇଡ୍ କରୁଛ? ସତକୁହ ବେବି ତୁମେ, କାହାକୁ ଫୋଲୋ କରୁଛ? କିଏ ତୁମ କ୍ୟାଣ୍ଡି କ୍ରସ୍, କାହାକୁ ତୁମେ ଡ୍ରିମ୍ ରେ ଦେଖୁଛ? ବୁଲେଟ ରାଜା, ନିହାରୀ ଖଜା, ବଜାର ଗରମ ଆଉ ମାମଲା ତାଜା। ଓଡିଆ ଟୋକା, କଥାରେ ପକ୍କା, ଟାଇମ୍ ପାସ୍ କରିବୁନାହିଁ, କେବେ ଦେବୁନାହିଁ ଧୋକା। ଲଚକ ମଣି, ଇନ୍ ଷ୍ଟା ରାଣୀ, ଡ୍ରାମା କୁଇନି ମୋ ଦିଲ୍ କି ରାନୀ। ଡିପି ରେ ମୋର, ରଖିଚି ତୋର, ପଟ୍ଟଚିତ୍ର ସମ୍ମୋହିନି, ଖେଳ ହେବ ଟଣା ଟଣି। କିଆଁ ଗୁମାନ କରୁଛ। ସତକୁହ ବେବି ତୁମେ, କାହାକୁ ଡେଟ୍ କରୁଛ? କିଏ ତୁମ ହାର୍ଟବିଟ୍, କାହାକୁ ତୁମେ ଥମ୍ସ ଅପ୍ ଦେଉଛ? ବମ୍ୱେ ଗଲି, ଦିଲ୍ଲୀ ଗଲି, କଲିକତା ରୁ ବୁଲି ଆସିଲି। (ଉ ଲାଲା) ଟ୍ରେନ୍ଡ୍ କଲି, ଲାଇକ୍ ଦେଲି, ଇନ୍ ଷ୍ଟା ଗାମ୍ ରୁ ଲାଇଭ୍ ହେଲି। (ଉ ଲାଲା) ଶବ୍ କଲି, ସେୟାର୍ କଲି, ବ୍ଲୋଗ୍ କରି ଭିଉଜ୍ ନେଲି। (ଉ ଲାଲା) ତୁମ ପାଇଁ ମୁଁ, କେତେ ଯେ ବନେଇ ଥିଲି, ରୀଇଲ୍। (ଉ ଲାଲା ଉଲାଲା) ବଚ୍ ପନ୍ କା, ପ୍ୟାର୍ କୁ ତମେ କରିଲନି, ଫିଇଲ୍। (ଉ ଲାଲା ଉଲାଲା, ଉ ଲାଲା) ତୁମ ଫୋଟୋ କୁ ଲାଇକ୍ କଲେ, ରାଇଟି ସ୍ୱାଇପି ମାରୁଛ। ୱାନ୍ ସାଇଡ୍ ମୋ ଲବ୍ ରେ ମୋର, ଫିଲ୍ ଟର୍ ଲଗେଇ ଦେଉଛ। ମୋତେ ବ୍ଲୋକ୍ କରିବା ଆଗରୁ, ମୋ ଦିଲ୍ କୁ ବ୍ରେକ୍ କରୁଛ। ତମେ ନୀରବ ରହି ଯାନେମନ୍, ମୋତେ ନିରାଶ କରୁଛ। କିଆଁ ଡେସ୍ପୋ କରୁଛ, ସତକୁହ ବେବି, ଆଜିକାଲି ତମେ, କାହାକୁ ଭଲ ପାଉଛ? ଇଟିକିଲି ମିଟିକିଲି ନାଲିନେଳି କାଇଁଚ। ଆଜିକାଲି ତମେ, ପୁରା ଟସନରେ ରହୁଛ। ସତକୁହ ବେବି, କିଏ ତୁମ, ବୋଏ ଫ୍ରେଣ୍ଡ୍, ଆଉ ତମେ, କାହାକୁ ଭଲ ପାଉଛ? କିଏ ତୁମ, ନୂଆ ବୋଏ ଫ୍ରେଣ୍ଡ୍, ଆଉ ତମେ, କାହାକୁ ଏତେ ଭଲ ପାଉଛ? ବେବିନା, ସତ କୁହ ତମେ, ଆଉ କାହାକୁ, ଏତେ ଭଲ ପାଉଛ?